ଫେରାର ବିଡିଓଙ୍କୁ ଧରିଲା ଭିଜିଲାନ୍ସ

0 98

କୋରାପୁଟ, ୨୧।୮(ଏସଏସନିଉଜ) ନାରାୟଣପାଟଣାର ପୂର୍ବତନବିଡିଓ ରମେଶଚନ୍ଦ୍ରସାହୁଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଛି ।୮ବର୍ଷହେବ ଫେରାରଥିବା ରମେଶଚନ୍ଦ୍ରସାହୁଙ୍କୁ ଗିରଫକରିଛି ଓଡ଼ିଶା ଭିଜିଲାନ୍ସ ।ଆଜି ଆସାମରୁ ଦିଲ୍ଲୀ ଫେରିଥିବାବେଳେ ରମେଶଚନ୍ଦ୍ରସାହୁଙ୍କୁ ଭିଜିଲାନ୍ସ ଗିରଫକରି ସେଠାକାର କୋର୍ଟରେ ହାଜର କରିଥିଲେ । ସୂଚନାଯୋଗ୍ୟ, କୋରାପୁଟ ନାରାୟଣପାଟଣାର ପୂର୍ବତନ ବିଡିଓ ରମେଶ ଚନ୍ଦ୍ର ସାହୁ ନିଜ ଚାକିରିକାଳରେ ୭ଟିଦୁର୍ନୀତିମାମଲାରେଫସିଥିଲେ।ତାଙ୍କନାଁରେ ୭ଟି ଦୁର୍ନୀତିମାମଲା ରୁଜୁହୋଇଥିବାବେଳେ ଗିରଫଦାରୀକୁ ଏଡ଼ାଇବାକୁ ସେ ଫେରାର ହୋଇ ଯାଇଥିଲେ।ସେବେଠାରୁ ସେ ବିଭିନ୍ନସ୍ଥାନରେ ରହି ଆସୁଥିଲେ।

 

Leave A Reply

Your email address will not be published.