ପ୍ରସ୍ତାବଦେବେ ପିସିସିସଭାପତି

0 83

ଭୁବନେଶ୍ୱର, ୨୧।୮(ଏସଏସନିଉଜ) ଓଡ଼ିଶାକଂଗ୍ରେସକୁ ଏଆଇସିସିର ଅଣଦେଖାକୁନେଇ ଅସନ୍ତୋଷ ଦେଖାଦେଇଛି ।ଗତକାଲି ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ୩୯ ଜଣିଆ ନୂଆ ୱାର୍କିଂକମିଟି ଗଠନକରିଥିବାବେଳେ ଏଥିରେ ରାଜ୍ୟ କଂଗ୍ରେସର କାହାକୁ ସ୍ଥାନ ମିଳିନାହିଁ ।କେବଳ ଭକ୍ତଚରଣ ଦାସଙ୍କୁ ସିଡବ୍ଲ୍ୟୁସିରେ ଇନଚାର୍ଜ ଭାବେ ସ୍ଥାନମିଳିଛି। ଯାହାକୁନେଇ ରାଜ୍ୟ କଂଗ୍ରେସରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଓଡ଼ିଶାର ଦୁଇ ତିନିଜଣଙ୍କୁ ସ୍ଥାନଦେବାକୁ ଦିଲ୍ଲୀଯାଇ ଖଡ଼ଗେଙ୍କୁ ପ୍ରସ୍ତାବ ଦେବେବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ।ଅନ୍ୟପଟେ ରାହୁଲଗାନ୍ଧୀ ଓ ଖଡ଼ଗେଙ୍କୁ ଚିଠି ଲେଖି ଜଣାଇବେ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ।

 

Leave A Reply

Your email address will not be published.