କୌଣସି ଆନ୍ଦୋଳନ ହେବନି

0 77

ଭୁବନେଶ୍ୱର,୨୬ା୧୦(ଏସଏସନିଉଜ)ପରିବହନ ମନ୍ତ୍ରୀଙ୍କ ସହ ବସ୍ ମାଲିକ ସଂଘ ଆଲୋଚନା ଶେଷହୋଇଛି । ଆଲୋଚନାପରେ ପରିବହନମନ୍ତ୍ରୀ ଟୁକୁନିସାହୁ କହିଲେ ବସ୍ ମାଲିକ ସଂଘ ସେମାନଙ୍କ ପ୍ରସ୍ତାବ ୩୦ ତାରିଖ ସୁଦ୍ଧା ଲିଖିତ ଭାବେ ଦେବେ । ବସ୍ ମାଲିକ ଓ ସରକାରଙ୍କ ଲକ୍ଷ୍ୟ ସମାନ ରହଛି । ପରିବହନ ସେବା ଯୋଗାଇବା ବସ୍ ମାଲିକଙ୍କୁ ଯେଭଳି ଅସୁବିଧା ନହେବ ସେଥିପ୍ରତି ବି ଦୃଷ୍ଟି ଦିଆଯିବ । କୌଣସି ଆନ୍ଦୋଳନ କରାଯିବନି, ଆଲୋଚନାରେ ସମାଧାନ ହେବ । ଯେଉଁଠି ବସ୍ ଚାଲୁନଥିଲା ସେଠି ଆମେ ବସ୍ ଚଳାଉଛୁ ବୋଲି ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ।

Leave A Reply

Your email address will not be published.