ମୁଁ ପୁଣିଥରେ ଲଢିବି

0 94

ଭୁବନେଶ୍ୱର,୨୬ା୧୦(ଏସଏସନିଉଜ) କଂଗ୍ରସରୁ ନିଲମ୍ବିତ ହୋଇଥିବା ବିଧାୟକ ମହମ୍ମଦ ମୋକିମ୍ ପୁଣିଥରେ କଂଗ୍ରସରୁ ଲଠିବେ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।ସେକହିଛନ୍ତି ଖୁବଶୀଘ୍ର ନିଲମ୍ବନ ଉଠିବ ଓ ମୁଁ କଂଗ୍ରେସରୁ ଲଢ଼ିବି । ମୁଁ କଂଗ୍ରେସର ତ୍ରୁଣମୂଳ ସ୍ତରର ନେତା ।ମୁଁ ମୋ ନିର୍ବାଚନ ମଣ୍ଡଳୀରେ ଅଛି, ଆଗକୁ ଚିତ୍ର ସ୍ପଷ୍ଟ ହେବାଯେତେ ଆକ୍ସନ ନେଲେ ବି ଦଳରେ ଅଛି ଓ ରହିବି ।ଖୁବଶୀଘ୍ର ମୋତେ ଦଳ ଗ୍ରହଣ କରି ମୋତେ ଆପଣାଇ ମୋ ଦାୟିତ୍ଵ ଫେରାଇବ ବୋଲି ପୁଜାମଣ୍ଡପରେ ବୁଲିବାବେଳେ ତାଙ୍କ ପ୍ରତିକ୍ରିୟାରେ ଏହା କହିଛନ୍ତି ।

 

Leave A Reply

Your email address will not be published.