କ୍ରିକେଟକୁ ଅଲବିଦା କହିଲେ ହରଭଜନ ସିଂ

0 282

ଭୁବନେଶ୍ୱର,୨୪/୧୨(ଏସଏସନିୟୁଜ) କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ୪୧ ବର୍ଷୀୟ ଭାରତର ଷ୍ଟାର ସ୍ପିନର ହରଭଜନ ସିଂହ । ୧୭ବର୍ଷ ବୟସରେ କ୍ରିକେଟ୍ କ୍ୟାରିୟର ଆରମ୍ଭ କରିଥିବା ହରଭଜନ ୧୯୯୮ରେ ଆନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ । ମୁଁ ଆଜି ଏହି ଖେଳରୁ ବିଦାୟ ନେଉଛି ଯାହା ମୋତେ ଜୀବନରେ ସବୁକିଛି ଦେଇଛି । ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ବୋଲି ଟ୍ୱିଟ୍ରେ କରିଲେଖିବାସହ ନିଜର ଅବସର ଘୋଷଣା କରିଛନ୍ତି ।ତେବେ ରାଜନିତୀରେ ଯୋଗଦେବେ ବୋଲି ଶୁଣିବାକୁ ମିଳିଛି ।

Leave A Reply

Your email address will not be published.