କୁମ୍ଭୀରପାଇଁ ଭିତରକନିକା ବନ୍ଦ

ଆରମ୍ଭହେଲା ଚିଲିକାରେ ପକ୍ଷୀଗଣନା

0 51

ଭୁବନେଶ୍ୱର,୪ା୧(ଏସଏସନିଉଜ) ଆରମ୍ଭ ହୋଇଛି ଚିଲିକାରେ ପକ୍ଷୀଗଣନା । ସମଗ୍ର ଚିଲିକାର ବାଲୁଗାଁରେ ୬ଟି, ଟାଙ୍ଗିରେ ୮ଟି, ସାତପଡ଼ାରେ ୪ଟି, ରମ୍ଭାରେ ୨ଟି ଓ ଚିଲିକା ନୂଆପଡ଼ାରେ ଗୋଟିଏ ଟିମ୍ କୁନେଇ ସମୁଦାୟ୨୧ଟିଟିମ୍ ଗଣନାରେ ସାମିଲ ହୋଇଛନ୍ତି । ଏହି ଗଣନାରେ ୧୧୮ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି । ସକାଳ ୬ଟାରୁ ଗଣନା ପ୍ରକ୍ରିୟା ଆରମ୍ଭ ହୋଇ ଦିନ ୧୨ଟା ଯାଏଁ ଚାଲିବ ।ସେହିଭଳିଭାବେ କୁମ୍ଭୀର ଗଣନା ପାଇଁ ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀଙ୍କୁ ନେଇ ବିଭିନ୍ନ ଗ୍ରୁପରେ କୁମ୍ଭୀର ଗଣନା କରାଯିବ ।ଏଥିପାଇଁ ୧୩ ତାରିଖ ପର‌୍ୟ୍ୟନ୍ତ ଭିତରକନିକା ବନ୍ଦ ରହିବ ବୋଲି କୁହାଯାଇଛି ।

Leave A Reply

Your email address will not be published.