କଏଦୀ ବାନ୍ଧିଲେ ରାକ୍ଷୀ

0 229

ବାରଙ୍ଗ,୨୨/୮(ଏସଏସନିୟୁଜ) ପବିତ୍ର ରାକ୍ଷୀପୁର୍ଣିମା ଅବସରରେ ଜାମୁଝରିସ୍ଥିତ ମୁକ୍ତାକାଶକାରାଶ୍ରମ ପରିସରରେ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିା କାରାମଙ୍ଗଳଅଧିକାରି ସଂଗ୍ରାମକେଶରୀମହାନ୍ତିଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେଅଖିଳଭାରତୀୟ ମାରୱାଡି ମହିଳା ସମ୍ମିଳନୀଭୁବନେଶ୍ୱରଶାଖା ଓ ଦାତବ୍ୟଫାଉଣ୍ଡେସନର ସଦସ୍ୟମାନେ ଯୋଗଦେଇଥିଲେ ।ଏହି ସଦସ୍ୟାମାନେ ଅନ୍ତେବାସୀମାନଙ୍କୁ ଗାମୁଛା ପ୍ରଦାନ କରିବା ସହ ରାକ୍ଷୀବାନ୍ଧବାପରେ ମିଠା ଖୁଆଇବାକୁ ଦେଇଥିଲେ । କରୋନାକଟକଣା ମଧ୍ୟରେ ଆୟୋଜିତ ରକ୍ଷାବନ୍ଧନ କାର୍ଯ୍ୟକ୍ରମରେ ପୁଜାରାଣିସାହୁ,ସୈାରଭସାହୁ,ସାସ୍ୱତିପିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ରହି ୫୯ଜଣ ଅନ୍ତେବାସୀଙ୍କୁ ରାଖି ବାନ୍ଧିଥିଲେ ।ଅଧିକ୍ଷକ ସ୍ମିତାମହାନ୍ତି,ଆଇନଜିବୀ ସୁକାନ୍ତକୁମାରସାହୁ ଙ୍କ ଉପସ୍ଥିତରେ ଏହାକୁ ପାଳନ କାରଯାଇଥିଲା ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

Leave A Reply

Your email address will not be published.