ଲାଗି ରହିଛି ବର୍ଷା

0 111

ଭୁବନେଶ୍ୱର,୩।୧୦(ଏସଏସନିଉଜ)ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା। ୧୨ଟି ଜିଲ୍ଲାରେ ଆଜି ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।ଏହି ଜିଲ୍ଲାଗୁଡିକ ହେଲା ବରଗଡ଼ , ସୁବର୍ଣ୍ଣପୁର , ବଲାଙ୍ଗିର , ଝାରସୁଗୁଡ଼ା , ସୁନ୍ଦରଗଡ଼ , ସମ୍ବଲପୁର , ଅନୁଗୁଳ , ଦେବଗଡ଼ , ମୟୂରଭଞ୍ଜ , କେନ୍ଦୁଝର , ଢେଙ୍କାନାଳ , ଯାଜପୁର ଜିଲ୍ଲା। ସଂପୃକ୍ତ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ସତର୍କତା ଜାରି କରାଯାଇଛି।

Leave A Reply

Your email address will not be published.