ଲାଞ୍ଚ ନେବାବେଳେ ଧରାପଡ଼ିଲେ କିରାଣିବାବୁ

0 130

କେନ୍ଦୁଝର ,୨୭ା୧(ଏସଏସନିଉଜ)ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଚମ୍ପୁଆଉପଖଣ୍ଡ ପ୍ରାଣୀଚିକିତ୍ସାଳୟର ବରିଷ୍ଠକିରାଣି ମହେନ୍ଦ୍ରକୁମାରସେଠୀ। କେନ୍ଦୁଝରଜିଲ୍ଲା ଚମ୍ପୁଆଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠକିରାଣି ମହେନ୍ଦ୍ରକୁମାରସେଠୀ ଛୁଟିଦରମା କରାଇଦେବାପାଇଁ ଜଣେ ପ୍ରାଣୀ ଚିକିତ୍ସାଅଧିକାରୀଙ୍କଠାରୁ ୧୦ହଜାରଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।

 

Leave A Reply

Your email address will not be published.