ପୋଲିସହାତରେ ଅଷ୍ଟଧାତୁ ମୂର୍ତ୍ତିଚୋର

0 133

କେନ୍ଦ୍ରାପଡ଼ା,୨୭ା୧(ଏସଏସନିଉଜ) ପୋଲିସହାତରେ ଧରାପଡିଛି୬ଆନ୍ତଜିଲ୍ଲା ଅଷ୍ଟଧାତୁ ମୂର୍ତ୍ତିଚୋର । ୬ ଜଣଙ୍କୁ ଗିରଫକରିବା ସହ ୫୦ଲକ୍ଷଟଙ୍କାର ଚୋରିସାମଗ୍ରୀ ଜବତ କରିଛି । ସେମାନଙ୍କ ନିକଟରୁ ୯ଟିମୂର୍ତ୍ତି ଓ ୬ଟିଗାଡ଼ି ଜବତ କରିଛି ପୋଲିସ । ଏମାନେ ଇଲେକ୍ଟ୍ରି ତାରସହ ବିଭିନ୍ନ ମନ୍ଦିରରୁ ମୂର୍ତ୍ତି ଚୋରି କରୁଥିଲୋ

Leave A Reply

Your email address will not be published.