ଲଦାଖରେ ଭୂକମ୍ପ

0 540

ଭୁବନେଶ୍ୱର,୬/୩(ଏସ ଏସ ନିୟୁଜ))ଆଜି ଭୋର ୫ଟା୧୧ରେ ଲଦାଖରେ ଭୂକମ୍ପ ଝଟକା ଅନୁଭବ ହୋଇଛି। ଏନସିଏସ ସୂଚନା ଅନୁଯାୟୀ ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୬ ରେକର୍ଡ଼ କରାଯାଇଛି।  ଏଯାବତ ଭୂକମ୍ପରେ କୌଣସି ମୃତାହତ କିମ୍ବା ଧନସମ୍ପତ୍ତି ନଷ୍ଟ ହୋଇଥିବା ନେଇ ସୂଚନା ମିଳିନାହିଁ। ସେହିପରି ଗତ ମାସରେ ମଧ୍ୟ ଲଦାଖରେ ଭୂମ୍ପର ଝଟକା ଅନୁଭବ ହୋଇଥିବା ବେଳେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିଲା ।

Leave A Reply

Your email address will not be published.