ଏଲଆଇସି କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

0 311

ଭୁବନେଶ୍ୱର, ୭/୫(ଏସଏସନିୟୁଜ) ମୁମ୍ବାଇ ସ୍ଥିତ ଏଲଆଇସି କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ହୋଇଛି । ନିଆଁ ଲାଗିବାର କାରଣ ଜଣାପଡିନଥିବାବେଳେ ନିଆଁ ଲିଭାଇବାକୁ ୮ଟି ଅଗ୍ନିଶମ ବାହିନୀର ଉଦ୍ୟମ ଜାରି ରହିଛି । ତେବେ ମୃତାହତ ନେଇ କୈାଣସି ସୂଚନା ଅଦ୍ୟାବଧି ଆସିନାହିଁ ।

Leave A Reply

Your email address will not be published.