ବିଷ ପିଇ ମାଆ ପୁଅଙ୍କ ଆତ୍ମହତ୍ୟା

0 266

ରାୟଗଡ଼ା, ,୭/୫(ଏସଏସନିୟୁଜ) ଶେଷଖାଲ ଥାନା ଝିମିରିପେଟା ଗାଁରେ ମାଆପୁଅ ଆତ୍ମହତ୍ୟା କରିଥିବାର ଜଣାପଡିଛି । ଆଇପିଏଲ ବେଟିଂରେ ବିପୁଳ ଅର୍ଥ ହାରିବା ପରେ ବିଷ ପିଇଥିବା ସୂଚନା ମିଳିଛି ।ତେବେ ଡାକ୍ତରଖାନାରେ ରାତିରେ ପୁଅ ଏବଂ ସକାଳେ ଡାକ୍ତର ମାଆକୁ ମୃତ ଘୋଷଣା କରିଛନ୍ତି । ବାକି ଟଙ୍କା ଆଦାୟ ପାଇଁ କିଛି ବ୍ୟକ୍ତି ୩ ଦିନ ତଳେ ଆସିଥିବା ଜଣାପଡିଥିବାବେଳେ ପାଟିତୁଣ୍ଡ କରି ଘରୁ କିଛି ମୂଲ୍ୟବାନ ଜିନିଷ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ଟଙ୍କା ହରାଇ ମ୍ରିୟମାଣ ହୋଇ ଉଭୟ ବିଷ ପିଇଥିବାର ଅନୁମାନ କରାଯାଉଛି ।

Leave A Reply

Your email address will not be published.