ଲୁହରେ ଭିଜିଲା ମାଣିକମରା ଗାଁ

କାମାକ୍ଷାନଗର,୧୮।୮(ଏସଏସ ନିଉଜ)ସହିଦ CISF ଯବାନ ମନୋଜ ବିଶ୍ୱାଳଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି।ପୈତୃକ ଗ୍ରାମ ପରଜଙ୍ଗବ୍ଲକ ମାଣିକମରା ଗାଁରେ ହୋଇଛି ଶେଷକୃତ୍ୟ ସମ୍ପର୍ଣ୍ଣ।
କିସ୍ତୱାର୍ ବାଦଲଫଟା ବର୍ଷା ଓ ଭୂ-ସ୍କଳନରେ ସହିଦ ହୋଇଥିଲେ ମନୋଜ।

- Advertisement -

Leave A Reply

Your email address will not be published.