ମାଆକୁ ପନିକିରେ ହାଣିଲା ପୁଅ 

0 273

ସାଲେପୁର, ୬/୭(ଏସଏସନିଉଜ) ଘରୋଇ କଳହକୁ କେନ୍ଦ୍ର କରି ମାଆକୁ ପନିକିରେ ହାଣି ହତ୍ୟା କରିଛି  ପୁଅ । ଏହି ଚାଞ୍ଚଲ୍ୟକର ଘଟଣା ନିଶ୍ଚିନ୍ତକୋଇଲି ଥାନା ସୁକରପଡାରେ ଘଟିଛି । ଘଟଣା ପରେ ଅଭିଯୁକ୍ତ ପୁଅ ଜିତେନ୍ଦ୍ର ସ୍ୱାଇଁ ଫେରାର ହୋଇ ଯାଇଛି ।ଖବରପାଇ ନିଶ୍ଚିତକୋଇଲି ପୋଲିସ ପହଁଚି ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.