ଓଲଟିଲା ବସ ଆହତ ହେଲେ ୩୦

0 224

ରାୟଗଡ଼ା, ୬/୭(ଏସଏସନିଉଜ)ଚାନ୍ଦିଲି ଥାନା ହାତୀଖମ୍ବା ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିବା ଫଳରେ ୩୦ଜଣ ଆହତ ହୋଇଥିବାବେଳେ ଜଣେ ମହିଳାଯାତ୍ରୀଙ୍କର ମୃତ୍ୟୁ ଘଟିଛି ।ଏମାନଙ୍କ ମଧ୍ୟରୁ ୧୪ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଥିବାବେଳେ ସମସ୍ତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବସଟି ପାରଳାଖେମୁଣ୍ଡିରୁ ୪୦ ଜଣ ଯାତ୍ରୀ ନେଇ ବସ ଟି ଉମରକୋଟ ଯାଉଥିବାବେଳେ ଦୁର୍ଘଟଣାଗ୍ରସ୍ଥ ହୋଇଥିଲା ।ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.