ପୁଣି ରାଗିଂ ଥାନାରେ ଅଭିଯୋଗ

0 242

ଭୁବନେଶ୍ୱର, ୬/୭(ଏସଏସନିଉଜ)ବିଜେବି କଲେଜ ଛାତ୍ରୀ ରୁଚିକା ରାଗିଂ ଯୋଗୁଁ ଆତ୍ମହତ୍ୟା କରିଥିବା ବେଳେ ଏବେ ମଦ ପିଇବା ପାଇଁ ଟଙ୍କା ନଦେବାରୁ ରାଗିଂର ଶିକାର ହୋଇଥିବାର ଜଣେ ଛାତ୍ର ଖଣ୍ଡଗିରି ଥାନାରେ ଅଭିଯୋଗ କରିବାପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ମଦ ପିଇବା ପାଇଁ ଟଙ୍କା ମାଗିଥିଲେ । ସେ ଟଙ୍କା ନ ଦେବାରୁ ତାଙ୍କୁ ମାଡ ମାରିବା ସହ ସିନିୟର ଛାତ୍ର ତାଙ୍କୁ ଉଠ୍‌ବସ କରାଇଥିଲେ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି ।

Leave A Reply

Your email address will not be published.