ଆଉ ଏକ ଦନ୍ତାହାତୀର ଜୀବନ ଗଲା !

0 272

ଢେଙ୍କାନାଳ, ୬/୭(ଏସଏସନିଉଜ)ହିନ୍ଦୋଳ ରେଞ୍ଜରେ ଅସରଡା ଜଙ୍ଗଲରେ ଏକ ଦନ୍ତାହାତୀର ମୃତ୍ୟୁ ହେବା ନେଇ ସୂଚନା ମିଳିଛି । ବରହା ଶିକାର ପାଇଁ ବିଛାଯାଇଥିବା ଜାଲରେ ଫସି ହାତୀ ଟି ପ୍ରାଣ ହରାଇଛି । ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚିବା ସହ ତଦନ୍ତ କାର୍ଯ୍ୟ ଆରମ୍ଭ କରିଛି ।

 

Leave A Reply

Your email address will not be published.