ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ

0 261

ଭୁବନେଶ୍ୱର,୬/୭(ଏସଏସନିଉଜ) ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଛି ।ଏହକୁ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ଆନୁଷ୍ଠାନିକ ଭାବରେ ଘୋଷଣା କରିଛନ୍ତି । ମୋଟ ୫ ଲକ୍ଷ ୧୭ ହଜାର ୮୪୭ ଜଣ ଛାତ୍ରଛାତ୍ରୀ ପାସ କରିଥିବାନେଇ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।http://bseodisha.ac.in, http://bseodisha.nic.in ରେଜଲ୍ଟ ଉପଲବ୍ଧ । ଅପରାହ୍‌ଣ ୨ଟା ପରେ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ ରେଜଲ୍ଟ । OR10 SPACE ରୋଲ ନମ୍ବର ଲେଖି ୫୬୭୬୭୫୦ ନମ୍ବରକୁ SMS  କଲେ ମାଟ୍ରିକ୍ ପରୀକ୍ଷାଫଳ ପାଇହେବ ।

Leave A Reply

Your email address will not be published.