ମଧ୍ୟାହ୍ନଭୋଜନ ଚାଉଳ ହଡପ କରି

ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ

0 336

ଯାଜପୁର,୨୦/୭(ଏସଏସ ନିଉଜ) ଛାତ୍ରଛାତ୍ରୀଙ୍କ ପାଇଁ ଆସୁଥିବା ମଧ୍ୟାହ୍ନ ଭୋଜନ ଚାଉଳ ଓ ସହାୟତା ଅର୍ଥ ରାଶିକୁ ବି ହଡ଼ପ କରିବା ମଧ୍ୟ ଅଭିଯୋଗ ଆସିଥିଲା ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ କୁଆଁରପୁର ନୋଡାଲ ଉଚ ମାଧ୍ୟମିକ ବିଦ୍ୟାଳୟରେ ଏପରି ହୋଇଥିବାର ଅଭିଯୋଗ ପରେ ତଦନ୍ତ ପରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସଞ୍ଜୟ ନାୟକନିଲମ୍ବିତ ହୋଇଥିବାର ଜଣାପଡିଛି ।

Leave A Reply

Your email address will not be published.