ନିଖୋଜ ଡ୍ରାଇଭରର ମୃତଦେହ ଉଦ୍ଧାର

0 241

ସୁନ୍ଦରଗଡ଼,୨୦/୭(ଏସ ଏସ ନିଉଜ) ସୁନ୍ଦରଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗର ଡ୍ରାଇଭର ମୁନା ମାଝୀଙ୍କ ମୃତଦେହ ଉଦ୍ଧାର ହୋଇଛି ।ଟାଉନ ଥାନା ଅଧିନସ୍ତ କେଡ଼ିଆ ପେଟ୍ରୋଲ ପମ୍ପ ନିକଟରେ ଥିବା ଏକ ନାଳରୁ ମୃତଦେହ ଉଦ୍ଧାର କରିଛି ପୋଲିସ। ଗତ ୧୪ ତାରିଖରୁ ଡ୍ରାଇଭର ନିଖୋଜ ଥିବା ନେଇ ପରିବାର ଲୋକେ ଭସ୍ମା ଥାନାରେ ଅଭିଯୋଗ କରିଥିଲେ।ଏବେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.