ଅଫିମ ଚାଲାଣ ବେଳେ ୫ ଗିରଫ

0 148

କେନ୍ଦୁଝର,୨୦/୭(ଏସଏସ ନିଉଜ) ଅଫିମ ଚୋରା ଚାଲାଣ ବେଳେ ଧରାପଡ଼ିଲେ ଅଭିଯୁକ୍ତ।ହରିଚନ୍ଦନପୁର ଥାନା ଠାକୁର ପଡ଼ା ଗାଁ ନିକଟରୁ ୧୦ କିଲୋ ଓଜନର ଅଫିମ ଜବତ ହୋଇଛି ।ଏକ କାର୍ ସହ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

Leave A Reply

Your email address will not be published.