ମାଡି ଆସୁଛି ଘନ କୁହୁଡି

0 285

ଭୁବନେଶ୍ବର,୧୯/୧(ଏସଏସନିୟୁଜ)ଆସନ୍ତାକାଲି ରାତି ଓ ୨୧ ତାରିଖ ସକାଳେ ୯ ଜିଲ୍ଲାରେ ଘନକୁହୁଡ଼ି: ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, କନ୍ଧମାଳ ଓ ଯାଜପୁର ଜିଲ୍ଲାରେ ଘନ କୁହୁଡ଼ି ସମ୍ଭାବନା, ପାଣିପାଗ ବିଭାଗର ସୂଚନା ପରେ ଜିଲ୍ଲାପାଳମାନଙ୍କୁ SRC ଙ୍କ ଚିଠି, ରାଜପଥରେ ଦୁର୍ଘଟଣା ଏଡ଼ାଇବାକୁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି

Leave A Reply

Your email address will not be published.