ମଦନେଇ ଯାଉଥିବାବେଳେ ଧରିଲା ପୋଲିସ

0 160

ନିମାପଡା, ୨୪/୧୦(ଏସଏସନିୟୁଜ)ମଦନେଇ ବାଇକରେ ଯାଉଥିବାବେଳେ ନିମାପଡା ପୋଲିସ ହାତରେ ଧରାପଡିଛନ୍ତି ଦୁଇ ଯୁବକ ।ସେମାନେ ହେଲେ ପାଟପୁର ହାଟସାହିର ଜିତେନ ଜେନା(୨୪), ମୁସଲିମ ବସ୍ତିର ଶେଖ ରିହାନ (୨୭) ।ଏହି ଦୁଇ ଯୁବକ ନିଜ ବାଇକରେ ମଦ ନେଇ ନିମାପଡା ଅଭିମୁଖେ ଆସୁଥିବାର ଖବରପାଇ ପୋଲିସ ନୁହାରିକରୀ ଛକରେ ସେମାନଙ୍କୁ ରୋକିାବ ସହ ଦୁଇ ମଦ ବ୍ୟବସାୟୀଙ୍କୁ ଗିରଫ କରିବା ସହିତ ବାଇକକୁ ଧରିବାରେ ସଫଳ ହୋଇଥିଲେ ।

Leave A Reply

Your email address will not be published.