କୂଅରୁ ଉଦ୍ଧାର ହେଲା ଛୁଆ ହାତୀ

0 454

କେନ୍ଦୁଝର, ୨୪/୧୦(ଏସଏସନିୟୁଜ)ଝୁମ୍ପୁରା ବ୍ଲକ ଅର୍ନ୍ତଗତ ବସନ୍ତପୁର ପଞ୍ଚାୟତ ନେଦିଗୋଠ ଗ୍ରାମର ମାଧବ ନାଏକ ଙ୍କର ବାଡିରେ ଥିବା ଗଭୀର କୂଅରୁ ଛୁଆ ହାତୀକୁ ଉଦ୍ଧାର କରିଛି ବନବିଭାଗ । ବୈତରଣୀ ନଦୀ ପାରିହୋଇ ଏକହାତୀପଲ ଯାଉଥିବାବେଳେ ବାଟବଣା ହୋଇ ଛୁଆ ହାତୀ ଟି ନେଦିଗୋଠ ଗ୍ରାମକୁ ପଳାଇଆସିଥିଲା ।ପରେ ଦୀର୍ଘ ସମୟଧରି ପ୍ରଚେଷ୍ଟାକରି ବନବିଭାଗ ହାତୀଛୁଆକୁ କୁଅମଧ୍ୟରୁ ଉଦ୍ଧାର କରି ଜଙ୍ଗଲରେ ଛାଡିଦେଇଥିବାର ଜଣାପଡିଛି ।

Leave A Reply

Your email address will not be published.