ପରିବାରକୁ ମିଳିଲା ମମିତାଙ୍କ ଅସ୍ଥି

0 161

ଈୁବନେଶ୍ୱର, ୨୪/୧୦(ଏସଏସନିୟୁଜ) ମହାଲିଙ୍ଗ ସନସାଇନ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ଅସ୍ଥିକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ । ମମିତାକୁ ଖଣ୍ଡଖଣ୍ଡ କରି ହତ୍ୟା କରିବା ପରେ ଷ୍ଟାଡିୟମ ପରିସରରେ ପୋଡି ପୋତି ଦେଇଥିଲା ଗୋବିନ୍ଦ ପ୍ରଧାନ ।ପୋଲିସ ଷ୍ଟାଡିୟମ ପରିସରରୁ ମମିତାଙ୍କ ମୃତଦେହକୁ ଉଦ୍ଧାର କରିଥିଲେ । ହିନ୍ଦୁ ରୀତିନୀତି ଅନୁଯାୟୀ ମମିତାଙ୍କ ଅସ୍ତୀ ଦେବା ପାଇଁ ପୋଲିସକୁ ଅନୁରୋଧ କରିଥିଲେ ତାଙ୍କ ପରିବାର ।

Leave A Reply

Your email address will not be published.