ମହିଳା କ୍ରିକେଟରଙ୍କ ଝୁଲନ୍ତାମୃତଦେହ ଉଦ୍ଧାର

0 166

ଭୁବନେଶ୍ୱର,୧୩ା୧(ଏସଏସନିଉଜ) ନିଖୋଜଥିବା ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ଝୁଲନ୍ତାମୃତଦେହ ଗୁରୁଡିଝାଟିଆଥାନା ନିକଟସ୍ଥ ଘଂଚଜଙ୍ଗଲରୁ ଠାବ ହୋଇଛି । ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ନିଖୋଜ ନେଇ କଟକ ମଙ୍ଗଳାବାଗ ଥାନାରେ ଏତଲା କରିଥିଲେ ଓଡ଼ିଶା କୋଚା୧୧ ତାରିଖରୁ ନିଖୋଜ ହୋଇଥିବା ନେଇ ଏତଲାରେ ଦର୍ଶାଯାଇଛି ।୨୫ଜଣିଆ ମହିଳାକ୍ରିକେଟ ପ୍ରଶିକ୍ଷଣଶିବିରରେ ସେ ଯୋଗଦେଇଥିଲୋକଟକର ଏକ ହୋଟେଲରେ ରହି ନୟମିତଭାବେ ଟ୍ରେନିଂଶିବରକୁ ଯାଉଥିଲେ ।ରାଜଶ୍ରୀଙ୍କ କଲ୍ ଡିଟେଲ୍ସ ପାଇଛି ପୋଲିସ  ।କଟକ ବିଡ଼ାନାସିରେ ରହୁଥିବା ରାଜଶ୍ରୀଙ୍କର ଉଊଇ-ଧବଳେଶ୍ବର ଓରଣ୍ଡାପର୍ଯ୍ୟନ୍ତ ମିଳିଲା ଲୋକେସନ।
ମୃତ୍ୟୁ ପୂର୍ବରୁ ଭଉଣୀଙ୍କ ସହ କଥା ହୋଇଛନ୍ତି ରାଜଶ୍ରୀ ।୧୧ତାରିଖ ସକାଳ ୯ଟା ରୁ ୧୨ଟା ମଧ୍ୟରେ ଭଉଣୀ କଲ୍ କରିଥିବାବେଳେ ୪ ଥର ଭଉଣୀଙ୍କୁ କଲ୍ କରିବା ସବ ୩୦ଟି ମେସଜ ମଧ୍ୟ ପଠାଇଥିବାର ପୋଲିସ ଜାଣିବାକୁ ପାଇଛି  ।

Leave A Reply

Your email address will not be published.