ମଝିରାସ୍ତାରେ କାବୁ କଲା ଅବକାରୀ ବିଭାଗ

0 220

ବାଲେଶ୍ବର, ୬/୧(ଏସଏସନିୟୁଜ)୫୫ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ନେଇ ଜଳେଶ୍ବର ଯାଉଥିବା ବେଳେ ମଝିରାସ୍ତାରେ ଅବକାରୀ ବିଭାଗ ୫୫୦ ଗ୍ରାମ ବ୍ରାଉନ୍ ସୁଗାର ଜବତ ସହ ବ୍ୟବସାୟୀ ମଇନୁଦ୍ଦୀନ ସେଖକୁ ଗିରଫ କରିଛି ।ଗିରଫ ବ୍ୟବସାୟୀଙ୍କ ଘର ପଶ୍ଚିମବଙ୍ଗ ର ବୀରଭୂମ ଜିଲ୍ଲା ଅଧିନ ଭାଗାଇଲ ଗ୍ରାମ । ବିଶେଷସୁତ୍ରରୁ ଖବରପାଇ ମଇନୁଦ୍ଦୀନ ମୁର୍ଶିଦାବାଦରୁ ବ୍ରାଉନସୁଗର ନେଇ ଜଳେଶ୍ବର ଆସୁଥିବାବେଳେ ତାଳସାରୀ ଥାନା ଅଞ୍ଚଳରେ ଚନ୍ଦନେଶ୍ବର ଦୀଘା ରାସ୍ତାରୁ ଅବକାରୀବିଭାଗ ହାବୁଡରେ ପଡିଥିଲା । ଜବତ ବ୍ରାଉନସୁଗରର ମୂଲ୍ୟ ୫୫ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।

Leave A Reply

Your email address will not be published.