ମାଲଗୋଦାମ ଥାନା ଧରିଲା ସେକ୍ସ ରାକେଟ

0 334

କଟକ,୧୨/୬(ଏସ ଏସ ନିୟୁଜ)କଟକ ପିଲଗ୍ରିମ ରୋଡର ଏକ ହୋଟେଲରେ ଚାଲିଥିଲା ସେକ୍ସ ରାକେଟ। କୌଣସି ସୂତ୍ରରୁ ଖବର ପାଇଁ ମାଲଗୋଦାମ ଥାନା ପୋଲିସ ହୋଟେଲ ଉପରେ ଚଢାଉ କରି ଜଣେ ବ୍ୟକ୍ତି ଓ ଜଣେ ଯୁବତୀ ଅସଂଯତ ଅବସ୍ଥାରେ ଥିବା ବେଳେ ସେମାନଙ୍କୁ ଧରିଥିଲା।ଏହାପରେ କିଙ୍ଗପିନ ଓ ହୋଟେଲ ମ୍ୟାନେଜରକୁ ପୋଲିସ ଅଟକ ରଖିଛି ।

Leave A Reply

Your email address will not be published.