ମାଲକାନଗିରି ପୌରାଂଚଳ ଓ ବାଲିମେଳା ଏନଏସି ବଫର ଜୋନ

0 336

ମାଲକାନାଗିରି,୫/୮(ଏସ୍‌.ଏସ୍‌.ନିୟୁଜ) ମାଲକାନଗିରି ସହରାଂଚଳ ପାଇଁ ନୁତନ କଟକଣା ଜାରି କଲେ ଜିଲ୍ଲାପ୍ରଶାସନ  । ମାଲକାନଗିରି ପୈାରପରିଷଦ ଓ ବାଲିମେଳା ଏନଏସି କୁ ଜିଲ୍ଲାପ୍ରଶାସନ ତରଫରୁ ସମସ୍ତ ଅଂଚଳକୁ ବଫର ଜୋନ ଭାବେ ଘୋଷଣା କରାଯାଇଛି । ଅଗଷ୍ଟ ୫ ତାରିଖ ରାତ୍ର ୮ଟାରୁ ୨୦ତାରିଖ ୧୨ରାତି ପର୍ଯ୍ୟନ୍ତ କଡା କଡି ଭାବେ ପାଳନ ହବ ଏହି ନିୟମ । ଏହି ସମୟରେ ଫଳ,ପନେିପରିବା,ଦୁଗ୍ଧଜାତଦ୍ରବ୍ୟ, ମାଂସ,ମାଛ,ସାର ଓ ଔଷଧ ଦୋକାନ ଦୈନିକ ସକାଳ ୭ଟାରୁ ଅପରାହ୍ନ୨ଟା ପର୍ଯ୍ୟନ୍ତ ଖୋଲାରହିବ ।ଏହାବ୍ୟତିତ ଅନ୍ୟ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବ ବୋଲି ଏହି ନୀୟମକୁ ଉଲଘଂନ କଲେ ଆଇନ ଅନୁଯାୟୀ ଦଣ୍ଡ ବିଦାନ କରାଯିବ ବୋଲି ପୈାରପରିଷଦ ପକ୍ଷରୁକୁହାଯାଇଛି । ।ମାଲକାନଗିରି ପୌରାଂଚଳ ଓ ବାଲିମେଳା ଏନଏସି ବଫର ଜୋନ ଘୋଷିତ।

Leave A Reply

Your email address will not be published.