ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ରେଡ୍

0 206

ସମ୍ବଲପୁର, ୨୦/୯(ଏସଏସନିୟୁଜ) ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଙଉଉଖ ସିନିଅର ମ୍ୟାନେଜର ରଞ୍ଜନ କୁମାର ଡାଙ୍ଗଙ୍କ ଚୈତନ୍ୟ ନଗର ବାସଭବନରରେ ଭିଜିଲାନ୍ସ ରେଡ୍ ହୋଇଛି । ରଞ୍ଜନ ଏବେ ସମ୍ବଲପୁର ଧୋବୀ ନୀଳ ଓ ଦୁର୍ଗାପାଲ ଓଭରବ୍ରିଜ ପ୍ରକଳ୍ପ ଦାୟିତ୍ୱରେ ଥିବାବେଳେ ଙଉଉଖ ବରିଷ୍ଠ ପ୍ରବନ୍ଧକ ଭାବେ କାର‌୍ୟ୍ୟରତ ଅଛନ୍ତି ।

Leave A Reply

Your email address will not be published.