ମାନବ ପ୍ରେମୀ ଆଦିତ୍ୟଙ୍କ ପାଇ ପଦଯାତ୍ରା

0 272

ଭୁବନେଶ୍ବର,୧/୨(ଏସଏସନିୟୁଜ)ମାନବ ପ୍ରେମୀ ଆଦିତ୍ୟ କୁ ନ୍ୟୟ ଦାବି ରେ ୟୁଥ ଫୋର ସେବା ତରଫରୁ ମାଷ୍ଟେର କ୍ୟାଣ୍ଟିନରୁ ବାହାରି ନବୀନ ନିବାସ ପଯ୍ୟନ୍ତ ଶାନ୍ତି ଶ୍ରୁଙ୍ଖଳା ଭାବେ ପଦଯାତ୍ରା କରିଥିଲେ। ଏଥିରେ ଆଦିତ୍ୟ ଦାସଙ୍କର ମାଆ ବାପା ସାମିଲ ଥିଲେ । ପୁଅର ମୁର୍ତ୍ୟୁରେ ଭାଙ୍ଗି ପଡିଥିବା ମାଆ ପୁଅକୁ ନ୍ୟାୟ ମିଳୁ ଦାବି କରିବା ସହିତ ସିବିଆଇ ତଦନ୍ତ ଦାବୀ କରିଥିଲେ ।

Leave A Reply

Your email address will not be published.