Take a fresh look at your lifestyle.

ହକ ପାଇଁ ଧାରଣାରେ ବସିଲେ କର୍ମଚାରୀ

0 336

ପଟିଆ,୧/୨(ଏସ ଏସ ନିୟୁଜ )ମାଲିକ ବଦଳିଗଲେ,ହେଲେ କର୍ମଚାରୀମାନେ ତାଙ୍କ ପାରିଶ୍ରମିକ ପାଇବାରୁ ବଞ୍ଚିତ ହେଲେ।ଆଜି ଦେବୁ କାଲି ଦେବୁ କହି ସମୟ ଗଡାଇଚାଲିଲେ ହସ୍ପିଟାଲ ମାଲିକ।ହେଲେ ଦରମା ମିଳିଲାନାହିଁ।କର୍ମଚାରୀମାନେ ଏକାଠି ହୋଇ କାମ ବନ୍ଦ କରିବାକୁ ଚେତାବନୀ ଦେଲେ।ହେଲେ କିଛି ଫରକ ପଡ଼ିଲାନାହିଁ।ଆରପଟେ ନିଜେ ଚଲିବା ମଧ୍ୟ କଷ୍ଟ ସାଧ୍ୟ ହେଲା,ନିରୁପାୟ ହୋଇ ନିଜ ହକ ପାଇଁ ବକେୟା ଦରମା ପାଇଁ କାମ ବନ୍ଦ କରି ବୈଦ୍ୟନାଥ ହସ୍ପିଟାଲ ଆଗରେ ଧାରଣାରେ ବସିିି ଛନ୍ତି।ଏହି ଘଟଣା ପଟିଆ ଛକ ସ୍ଥିତ ପାାଣି ଟାଙ୍କି ପାଖ ରେ ଦେଖି ବାକୁ ମିିଳିଛି ।

Leave A Reply

Your email address will not be published.