ମନ୍ଦିରରୁ ରୁପା ଅଳଙ୍କାର ଚୋରି କଲେ ଦୁବୁର୍ତ

0 176

ଯାଜପୁର,୧୯/୮(ଏସଏସନିୟୁଜ) ଧର୍ମଶାଳା ଥାନା ଅର୍ନ୍ତଗତ ସୁନ୍ଦରିଆ ଗ୍ରାମର ଶ୍ରୀ ଶ୍ରୀ ଅନନ୍ତ ମହିମା ଗାଦି ଠେଙ୍ଗିଆ ବଟ ରେ ଗତକାଲି ବିଳମ୍ବିତ ରାତ୍ରିରେ ଚୋରୀହୋଇଥିବାର ଥାନାରେ ଗ୍ରାମବାସୀମାନଙ୍କ ତରଫରୁ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ରୁପାର ବଂଶୀ ରୁପା କାନ ଫୁଲ ଓ ତିନିଟି ରୁପା ମୁକୁଟ, ଠାକୁରାଣୀଙ୍କ ରୁପା ହାର, ତିନିଟି ରୁପା ଗ୍ଲାସ୍ ଚୋରୀହେବାସହ ପଞ୍ଚାୟତ ଅଫିସ ପାଖରେ ଠାକୁରଙ୍କ ଦାନ ବାକ୍ସ ଭଙ୍ଗା ହେଇ ପଡ଼ିଛି ।

Leave A Reply

Your email address will not be published.