ମଙ୍ଗଳବାର ଖୋଲିବ ନନ୍ଦନକାନନ

0 346

ବାରଙ୍ଗ,୧/୮(ଏସଏସନିୟୁଜ)କରୋନାର ଦ୍ୱିତୀୟ ଲହର କାରଣରୁ ଦୀର୍ଘ ୩ମାସ ବନ୍ଦ ରହିଥିବା ପ୍ରାଣୀ ଉଦ୍ୟାନ ନନ୍ଦନକାନନ ମଙ୍ଗଳବାରଦିନ ଖୋଲିବ ବୋଲି ନନ୍ଦନକାନନ ନିର୍ଦ୍ଦେଶକ ମନୋଜକୁମାରମହାପାତ୍ର କହିଛନ୍ତି ।ତେବେ ନନ୍ଦନକାନନକୁ ବୁଲିବାକୁ ଆସିବାକୁଥିବା ପର୍ଯ୍ୟଟକମାନେ କୋଭିଡ ନୀୟମ ପାଳନ କରିବାକୁ ପଡିବ ।ମାସ୍କ ପିନ୍ଧିବା,ସାମାଜିକ ଦୁରତା ବଜାୟରଖିବା ସହ ପଶୁପକ୍ଷୀମାନଙ୍କ ସୁରକ୍ଷା ଦୃଷ୍ଟିରୁ ଜନ୍ତୁଖୁଆଡମାନଙ୍କୁ ଛୁଇଇବାକୁ ବାରଣ କରାଯାଇଛି । ଗେଟରେ ସମସ୍ତଙ୍କର ଥର୍ମାଲ ସ୍କ୍ରିନି. ଥଣ୍ଡା, କାଶ ହେଉଥିବା ପର୍ଯ୍ୟଟକଙ୍କ ପ୍ରବେଶକୁ ବାରଣ କରାଯାଇଛି ।ତେବେ ଯୁଦ୍ଧକାଳିନ ଭିତିରେ ନନ୍ଦନକାନନ ଖୋଲୁଥିବାରୁ ଘରୋଇକରଣରେ ଦିଆଯାଇଥିବା ପାକିଁ,ସଫାରୀ,ବୋଟିଂ,ବେଟାରୀଚାଳିତଗାଡି ଆଦିର ସୁବିଧା ପ୍ରାୟ ୧୫ଦିନପରେ ମିଳିପାରିବ ବୋଲି ନନ୍ଦନକାନନ ନିର୍ଦ୍ଦେଶକ ମନୋଜକୁମାମହାପାତ୍ର କହିଛନ୍ତି ।

Leave A Reply

Your email address will not be published.