ପତ୍ନୀର ଶବକୁ ଟ୍ରଲିରେ ବୋହିଲେ ସ୍ୱାମୀ

0 490

ବାଲେଶ୍ୱର , ୧/୮(ଏସଏସନିୟୁଜ) ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଶାଳିକୋଠା ଗାଁରେ ଏ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶାଳିକୋଠା ଗାଁର ପୂର୍ଣ୍ଣ ସିଂଙ୍କ ସ୍ତ୍ରୀ ଗତ ଦୁଇ ଦିନ ହେଲା ନିଖୋଜ ଥିବାବେଳେ ଏକ ନାଳରୁ ତାଙ୍କ ମୃତ ଦେହ ଭାସୁଥିବା ଅବସ୍ଥାରେ ଅଗ୍ନିଶମ ବାହିନୀ ଏବଂ ପୋଲିସ ଉଦ୍ଧାର କରିଥିଲେ । ମେଡ଼ିକାଲକୁ ବ୍ୟବଚ୍ଛେଦ ପାଇଁ ଆମ୍ବୁଲାନ୍ସ କିମ୍ବା ମହାପ୍ରୟାଣ ଗାଡ଼ି ନମିଳିବାରୁ ପୂର୍ଣ୍ଣ ସିଂ ସ୍ତ୍ରୀର ଶବକୁ ଟ୍ରଲିରେ ମେଡ଼ିକାଲ ନେଇଥିଲେ ।

Leave A Reply

Your email address will not be published.