ମଙ୍ଗଳବାରଠାରୁ ସାକ୍ଷୀଗୋପାଳ ମନ୍ଦିରରେ ଭକ୍ତଙ୍କୁ ମନା

0 187

ସାକ୍ଷୀଗୋପାଳ୨୬/୪(ଏସଏସନିୟୁଜ) କରୋନା ପାଇଁ ସାକ୍ଷୀଗୋପାଳ ମନ୍ଦି ରରେ କଟକଣା ଜାରିକରିଛି ବ୍ଲକପ୍ରଶାସନ ।ଭକ୍ତମାନଙ୍କପାଇଁ ମନ୍ଦିରକୁ ପ୍ରବେଶ ବାରଣ କରାଯାଇଛି ।ପୁରୀଜିଲ୍ଲାରେ ମହାମାରୀକରୋନା ତାର କାୟା ମେଲାଉଥିବାରୁ ସାଧାରଣଲୋକଙ୍‌କ ସୁରକ୍ଷା ପାଇଁ ସାକ୍ଷୀଗୋପାଳ ମନ୍ଦିରକ ମଙ୍ଗଳବାରଠାରୁ ସର୍ବସାଧାରଣ ଦର୍ଶନ ବନ୍ଦ କରାଯାଇଛି । ସେବାୟତମାନେ ଯାଇ କେବଳ ଠାକୁରଙ୍କ ନିତୀକାନ୍ତୀ କରାଯିବ ବୋଲି କୁହାଯାଇଛି ।

Leave A Reply

Your email address will not be published.