ମାଙ୍କଡ଼କାମୁଡ଼ାରେ ୧୦ଆହତ

0 165

ଖୋର୍ଦ୍ଧା,୧୬/୧୦(ଏସଏସ ନିଉଜ)ଟାଙ୍ଗୀ ଅଞ୍ଚଳରେ ପାଗଳାମାଙ୍କଡ଼ କାମୁଡ଼ାରେ ୧୦ଜଣ ଆହତ ହୋଇଛନ୍ତି।
ନନ୍ଦନକାନନର ଏକ ଟିମ୍ ଓ ବନବିଭାଗଦ୍ୱାରା ଟ୍ରାଙ୍କୁଲାଇଜ୍ ଉଦ୍ୟମ ଆରମ୍ଭ ହୋଇଛି।୨ଟି ମାଙ୍କଡ଼କୁ ଟ୍ରାଙ୍କୁଲାଇଜ୍ କରି ଜଙ୍ଗଲରେ ଛାଡ଼ିଲା ବନବିଭାଗ।

Leave A Reply

Your email address will not be published.