ମନ୍ତ୍ରୀଙ୍କ ଗାଡିକୁ ଧକାଦେଲା ମାଲବାହୀ ଭ୍ୟାନ୍‌

0 58

ବଲାଙ୍ଗିର,୧୨।୧(ଏସଏସନିଉଜ) ମନ୍ତ୍ରୀ ଟୁକୁନୀ ସାହୁଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି।ବଲାଙ୍ଗିରରୁ ଫେରିଲା ବେଳେ ବଡ଼ମାଲ ଫପ୍ସି ଛକରେ ଦୁର୍ଘଟଣା ଘଟିଥିଲା।ମନ୍ତ୍ରୀଙ୍କ କାର୍‌କୁ ଧକ୍କା ଦେଇଥିଲା ଏକ ମାଲବାହୀ ଭ୍ୟାନ୍‌।ମନ୍ତ୍ରୀଙ୍କ କାର କ୍ଷତିଗ୍ରସ୍ତ ହୋଇଥିବାବେଳେ ମନ୍ତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି।

Leave A Reply

Your email address will not be published.