ମନ୍ତ୍ରୀଙ୍କ ଗାଡିକୁ ଅଣ୍ଡାମାଡ଼

0 240

ଭୁବନେଶ୍ୱର,୨୧/୧୨(ଏସ ଏସ ନିଉଜ) ମନ୍ତ୍ରୀ ପ୍ରତାପଜେନାଙ୍କ
ଗାଡ଼ିକୁ ଅଣ୍ଡାମାଡ଼ ହୋଇଛି।ଅଣ୍ଡାମାଡ଼ ସହ କଳାପତକା ମଧ୍ୟ ଦେଖାଇଛନ୍ତି ବିଜେପି କର୍ମୀ ।କେନ୍ଦ୍ରାପଡ଼ା ଆଳି ବାଳକାଟି ବଜାରରେ ଅଣ୍ଡା ମାଡ଼ କରିଛନ୍ତି ବିଜେପି କର୍ମୀ ।ଉନ୍ନୟନମୂଳକ କାର୍ଯ୍ୟର ଉଦଘାଟନ ସମାରୋହକୁ ମନ୍ତ୍ରୀ ଯାଉଥି ବେଳେ ଏହି ଘଟଣା ଘଟିଛି ।

Leave A Reply

Your email address will not be published.