ନିୟମିତହେବେ ଡାଟାଏଣ୍ଟ୍ରି ଅପରେଟର

0 269

ଭୁବନେଶ୍ୱର,୨୧/୧୨(ଏସ ଏସ ନିଉଜ)ନିୟମିତହେବାକୁ ଯାଉଛନ୍ତି ଆରଟିଓ ରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର ।ଆର୍ ଟିଓ ରେ ଠିକାରେ ଥିବା ଏହି ଡାଟା ଏଣ୍ଟ୍ରି ଅପରେଟରମାନେ ନିୟମିତ ହେବାନେଇ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା ଆଉଟ୍ ସୋର୍ସିଂରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ର ୩୫୦ ଜଣ କର୍ମଚାରୀଉପକୃତ ହେବେ ବୋଲି ଜଣାପଡିଛି।

Leave A Reply

Your email address will not be published.