ବାହାରିଲା ଗାଙ୍ଗଷ୍ଟର ରାଜା ଆଚାର୍ଯ୍ୟ

0 368

ଭୁବନେଶ୍ୱର,୨୧/୧୨(ଏସଏସନିୟୁଜ) ଗାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ୧୪ ମାସ ପରେ ରାଜା ଗତକାଲି ସନ୍ଧ୍ୟାରେ ଝାରପଡ଼ା ଜେଲରୁ ମୁକୁଳିଛି । ସରକାରୀ ଜମିରେ ଘର କରିଥିବା ଜଣେ ଲୋକଙ୍କୁ ଦାଦାବଟି ମାଗିବା ଅଭିଯୋଗରେ କ୍ୟାପିଟାଲ ଥାନା ପୋଲିସ ତାକୁ ଗତବର୍ଷ ଅକ୍ଟୋବର ମାସରେ ଗିରଫ କରିଥିଲା ।ଝାରପଡ଼ା ଜେଲରେ ଥିବା ସମୟରେ ତା’ ନାଁରେ ଜାତୀୟ ନିରାପତ୍ତା ଆଇନ (ଏନଏସଏ) ଲାଗୁ କରାଯାଇଥିଲା ।

Leave A Reply

Your email address will not be published.