ନଈରେ ଗାଧୋଉଥିବାବେଳେ ଟାଣିନେଲା କୁମ୍ଭୀର

0 199

କେନ୍ଦ୍ରାପଡା,୧୪/୬(ଏସ ଏସ ନିୟୁଜ)କେନ୍ଦ୍ରାପଡା ଜିଲ୍ଲା ଅମୃତ ମଣୋହୀ ପଞ୍ଚାୟତ ଜଗନ୍ନାଥପୁର ଗାଁର ଜଣେ ବୃଦ୍ଧା ନଈରେ ଗାଧୋଉଥିବାବେଳେ କୁମ୍ଭୀର ଟାଣିନେଇଛି। ଜଗନ୍ନାଥପୁର ଗାଁରେ ଏହି ଘଟଣା ଘଟିଥିବା ବେଳେ ପୁରସ୍ତମ ଧଳ ଅନ୍ୟ ଜଣେ
ମହିଳା ଙ୍କ ସହ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ବେଳେ କୁମ୍ଭୀର ପୁରସ୍ତମ ଟାଣି ନେଇଯାଇଥିବା ଗ୍ରାମବାସୀ ଖବର ପାଇ
ଦମକଳବାହିନୀଙ୍କୁ ଖବର ଦେଇଥିଲେ । ଦମକଳ ବାହିନୀ ପହଂଚି ବୋଟ ସହୟତାରେ ନଈରେ ଖୋଜାଖୋଜି କରୁଥିଲେ ମଧ୍ୟ ଏଯାଏଁ ସନ୍ଧାନ ମିଳିନଥିବାର ଜଣାପଡିଛି ।

Leave A Reply

Your email address will not be published.