ପୂର୍ବତନ ଜିଲ୍ଲାପାଳଙ୍କ ଘରୁ ଶିଶୁ ଶ୍ରମିକ ଉଦ୍ଧାର

0 200

ଭୁବନେଶ୍ୱର,୧୪/୬(ଏସ ଏସ ନିୟୁଜ)ଆଇଆରସି ଭିଲେଜ ଅଞ୍ଚଳରୁ ଜଣେ ଅବସରପ୍ରାପ୍ତ ଜିଲ୍ଲାପାଳଙ୍କ ଘରୁ ଜଣେ ନାବାଳିକା ଶିଶୁ ଶ୍ରମିକ ଉଦ୍ଧାର ହୋଇଛି।ଘରୋଇ କାମ ପାଇଁ ୧୨ ବର୍ଷର ନାବାଳିକାକୁ ବ୍ରହ୍ମପୁରରୁ ଅଣାଯାଇ କାମରେ ଲଗାଯାଇଥଲା । ଖବର ପାଇ ଚାଇଲ୍ଡ ଲାଇନ୍‌ ପୁଲିସ୍‌ ସହାୟତାରେ ନାବାଳିକାଙ୍କୁ
ଉଦ୍ଧାର କରିଛି।

Leave A Reply

Your email address will not be published.