ମାତାଲ ହେଲେ ଦିଦି

0 305

କେନ୍ଦ୍ରାପଡା,୧୩/୨(ଏସଏସନିୟୁଜ) ମଦ ପିଇ ମାତାଲ  ହୋଇଛନ୍ତି   ଦିଦି । କେବଳ ମାତାଲ  ହୋଇନାହାନ୍ତି ରାସ୍ତାରେ  ଉତ୍ପାତ କରିବାକୁ ପଛାଇଦେଇନାହାନ୍ତି  ।ଏହିଭଳି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଅଞ୍ଚଳରେ  ।  ମାନ ସମ୍ମାନ ମର୍ଯ୍ୟାଦାକୁ କ୍ଷୂର୍ଣ୍ଣ କରିବାକୁ ପଛଘୁଞ୍ଚା ଦେଇନାହାନ୍ତି ଏହି ଅଙ୍ଗନବାଡ଼ି ଦିଦି । ମଦ ପିଇ ମାତାଲ ହୋଇ ରାସ୍ତାରେ  ଉତ୍ପାତ କରିବା ସହ  ବେହୋସ ହେବାକୁ ପଡିଛି  । ଶେଷରେ ବେହୋସ ହୋଇ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି ।ଏହି ଲଜ୍ୟାକର ଘଟଣା କୁ ନେଇ ରାଜକନିକା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

 

 

Leave A Reply

Your email address will not be published.