ମାତିଛି ନରହନ୍ତା ଦନ୍ତା

0 93

ସୁନ୍ଦରଗଡ଼, ୬ା୮(ଏସଏସନିଉଜ) କୋଇଡ଼ାଖଣି ଅଞ୍ଚଳରେ ନରହନ୍ତା ଦନ୍ତା ହାତୀ ତାର ପ୍ରକୋପ ଦେଖାଇଛି ।ଗତକାଲିରାତିରେ ସାପ୍ତହିକ ହାଟରୁ ଘରକୁ ଫେରୁଥିବାବେଳେ ସ୍ୱାମୀର ସାମ୍ନାରେ ସ୍ତ୍ରୀରୀକୁ ଦଳିଦେଇଛି ନରହନ୍ତାଦନ୍ତା । ସୁନାରାମ ମୁଣ୍ଡା ଓ ତାଙ୍କସ୍ତ୍ରୀ ସୁମିତ୍ରା ଘରକୁ ଫେରୁଥିବାବେଳେ ମକାବାଡ଼ିରେ ଜଗି ରହିଥିବା ଦନ୍ତା ଉଭୟଙ୍କୁ ଗୋଡାଇଥିଲା ।କୈାଶଳକ୍ରମେ ସ୍ୱାମୀ ବଂଚିଯାଇଥିବାବେଳେ ସୁମିତ୍ରା ଘୋଷାଡ଼ି ନେଇ ମାରିଥିଲା ଦନ୍ତାହାତୀାଖବରପାଇ ଆଜି ସକାଳେ ବନବିଭାଗ ଘଟଣାସ୍ଥଳରେ ପହଂଚିଛି ।

Leave A Reply

Your email address will not be published.