ରାସ୍ତାତଳକୁ ଖସିଲା ଚୋରା ଦେଶୀମଦବୋଝେଇ ସ୍କର୍ପିଓ

0 81

କାମାକ୍ଷାନଗର, ୬ା୮(ଏସଏସନିଉଜ) ଗତକାଲି ବିଳମ୍ବିତରାତିରେ ଖବରପାଇ ଅବକାରୀ ବିଭାଗମଦବୋଝେଇ ଗାଡିକୁ ପିଛା କରୁଥିବାବେଳେ ଏକ ଚୋରମଦବୋଝେଇ ସ୍କର୍ପିଓ ଜଡ଼ାପାଳଛକ ନିକଟରେ ରାସ୍ତାତଳକୁ ଖସିପଡିଥିଲା ।ଗାଡିଟିକୁ ଅବକାରିବିଭାଗ ପଛା କରୁଥିବାର ଜାଣି ଦ୍ରୁତଗତିରେ ଆସୁଥିବାବେଳେ ଭାରସାମ୍ୟ ହରାଇ ରାସ୍ତାତଳକୁ ଖସିପଡିଥିଲା ।ଅବକାରୀବିଭାଗ ଗାଡିଟିକୁ ଉଦ୍ଧାର କରିଥିବାବେଳେ ଜଣଙ୍କୁ ଗିରଫକରିଥିବାବେଳେ ଅନ୍ୟଜଣେ କୈାଶଳକ୍ରମେ ଖସିଯାଇଥିବାର ଜଣାପଡିଛି ।

Leave A Reply

Your email address will not be published.