ମାତିଲେ ଖଣିମାଫିଆ

0 183

ଭୁବନେଶ୍ୱର,୧୧/୧୨ (ଡିଏନଏ)ଢେଙ୍କାନାଳରେ ମାତିଛନ୍ତି ଖଣିମାଫିଆ ।ଚଢାଉ ବେଳେ ଡିଏଫଓଙ୍କୁ ମରଣାନ୍ତକ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି। ଡିଏଫଓଙ୍କ ପକ୍ଷରୁ ସଦର ଥାନାରେ ଏତଲା ଦିଆଯିବାପରେ ୬ଜଣଙ୍କୁ ଅଟକ ରଖିଛି ପୋଲିସ।

Leave A Reply

Your email address will not be published.