ମାଟିତଳୁ ମୃତଦେହ ଉଦ୍ଧାର

0 48

ଫୁଲବାଣୀ,୧୧ା୧୧(ଏସଏସନିଉଜ)ମାଟିତଳୁ ଜଣେ ନାବାଳିକାର ମୃତଦେହ ଉଦ୍ଧାର ହୋଇଛି ।ଫିରିଙ୍ଗିଆଥାନା କରଡ଼ାଜଙ୍ଗଲରୁ ନାବାଳିକାର ମୃତଦେହ ଉଦ୍ଧାର କରିଛି ପୋଲିସ ।ମୃତନାବାଳିକା ନୟାଗଡ଼ଜିଲ୍ଲା ନୂଆଗାଁଥାନା ଅଞ୍ଚଳର ବୋଲି ସୂଚନା ମିଳିଛି ।ନାବାଳିକାକୁ କିଏ ଓ କାହିଁକି ହତ୍ୟା କରି ପୋତିଲେ ତାହା ଜଣାପଡିନଥିବାବେଳେ ପୋଲିସ ତଦନ୍ତ ଆରମ୍‌ଭ କରିଛି ।ପୋଲିସ ଏହି ଘଟଣାରେ -ନାବାଳିକାର ୨ ସମ୍ପର୍କୀୟ ଭାଇଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି ।

 

Leave A Reply

Your email address will not be published.