ମାଟ୍ରିକପରୀକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

0 110

ଭୁୁବନେଶ୍ୱର,୪/୧୧(ଏସଏସନିଉଜ)ମାଓପ୍ରଭାବିତ ଅଞ୍ଚଳରେ ମାଟ୍ରିକପରୀକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ୩ଟିଜିଲ୍ଲାର ବିଭିନ୍ନ ପୁଲିସଷ୍ଟେସନରେ ୨୨ଟିନୋଡାଲ ସେଣ୍ଟର ହୋଇଛି । ମାଲକାନଗିରିରେଥାନାରେ ସର୍ବାଧିକ ୧୦ଟିନୋଡାଲ ସେଣ୍ଟର ହୋଇଥିବାବେଳେ କନ୍ଧମାଳରେ ୭ ଓ କୋରାପୁଟରେ ୫ଟି ନୋଡାଲ ସେଣ୍ଟର ହୋଇଥିବାର ଜଣାପଡିଛି ।

Leave A Reply

Your email address will not be published.